କୁଚିଣ୍ଡା, ୨୪/୭(ଏସଏସନିଉଜ)ସଇଡ଼ା ନିକଟରେ ଭେଡେନ ନଦୀକୁ ଡେଇଁପଡିଲେ ଯୁବତୀ ।ତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ଚିକିସ୍ାପାଇଁ ଡାକ୍ତରଖାନାକୁ ପଠାଇଯାଇଛି ।ଯୁବତୀ ଜଣକ ଝାରସୁଗୁଡ଼ା ବନ୍ଧବାହାଲ ଅଞ୍ଚଳର ସୂଚନା ମିଳିଥିବାବେଳେ ପୁରୁଷ ବନ୍ଧୁ ସହ ଝଗଡ଼ା ପରେ ନଦୀକୁ ଡେଇଁଥିବାର ଜଣାପଡିଛି ।
