ଭିଜିଲାନ୍ସ ଜାଲରେ ନିମାପଡାର ସହକାରୀ ଯନ୍ତ୍ରୀ

0 236

ନିମାପଡା,୧୨/୭(ଏସଏସନିଉଜ) ନିମାପଡାର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କର ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦୁଷ୍ମନ୍ତଙ୍କର ପ୍ରାୟ ୧କୋଟି ୫୪ ଲକ୍ଷ ଟଙ୍କା ମୁଲ୍ୟର ୨୮ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଚଢାଉ ସମୟରେ ନଗଦ ୧ ଲକ୍ଷ ୫୮ ହଜାର ଟଙ୍କା ଓ ବ୍ୟାଙ୍କରେ ୪୭ ଲକ୍ଷ ୬୫ ହଜାର ଟଙ୍କାର ଇନ୍ସୁରାନ୍ସ ହୋଇଥିବା ବେଳେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ୩ ମହଲା କୋଠା , ଢେଙ୍କାନାଳରେ ୨ ମହଲା କୋଠା ,ଚନ୍ଦ୍ରଶେଖରପୁରରେ ୩ ମହଲା କୋଠା ଆଦିକୁ ଠାବ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.