ଭିଜିଲାନ୍ସ ଜାଲରେ ସରକାରୀ ବାବୁ

0 528

ଭୁବନେଶ୍ବର, ୩୦/୩(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ପଟିଆସ୍ଥିତ ବାସେରା ଇମପ୍ରେସନ ପ୍ଲସ ଆପାର୍ଟମେଣ୍ଟ.ଗାୟତ୍ରୀ ବିହାରରେ ଥିବା ୨ ମହଲା ଘର, କଟକ କିଶୋରନଗର ପିନପୁର ଗାଁର ପୈତୃକ ଘର, କଟକ ଲାଲବାଗ ଆଲିସା ବଜାରରେ ଥିବା ଏକ ମହଲା ଘର, ନୟାଗଡ଼ କାର୍ଯ୍ୟାଳୟ ,ବାସଭବନ ସମେତ ଖୋର୍ଦ୍ଧା କୁନେଇ ୬ଟି ସ୍ଥାନରେ ଯାଞ୍ଚ ଆରମ୍ଭ କରିଛି ।

 

Leave A Reply

Your email address will not be published.