ଭିଜିଲାନ୍ସ ଜାଲରେ ପଡିଲେ ନବରଙ୍ଗପୁର ପିଡି

0 357

ନବରଙ୍ଗପୁର, ୯/୫(ଏସଏସନିଉଜ) ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ଆଜି ଭିଜିଲାନ୍ସ ଜାଲରେ ପଡଛନ୍ତି । ନିଜ କାର୍ଯ୍ୟାଳୟ ରୁ ୨ ଲକ୍ଷ ୨୦ ହଜାର ଟଙ୍କା ଧରି ଫେରୁଥିବାବେଳେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଏତେଗୁଡାଏ ଟଙ୍କାର ସଠିକ ଉତର ନଦେଇପାରିବାରୁ ତାଙ୍କ ଭଡା ଘରୁ ଚଢାଉ କରି ପୁଣି ୧ଲକ୍ଷଟଙ୍କା ଜବତ କରିଥିଲା ଭିଜିଲାନ୍ସ ।ତେବେ ପିଡିଙ୍କୁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଟକ ରଖି ପଚରାଉଚରା କରାଯାଉଥିବାର ଜଣାପଡିଛି ।

Leave A Reply

Your email address will not be published.