ଭିଜିଲାନ୍ସ ଜାଲରେ କିରାଣି

0 283

ଭୁବନେଶ୍ବର :୨/୧୨-  ଭିଜିଲାନ୍ସ ଜାଲରେ କିରାଣି  | ୧୬ ଶହ ଟଙ୍କା ଲାଞ୍ଚ ନେବା ବେଳେ ଢେଙ୍କାନାଳ ବ୍ୟୟ ବନ୍ଦୋବସ୍ତ ବିଭାଗର କିରାଣି ଗିରଫ । ଗିରଫ କିରାଣି ଅକ୍ଷୟ ସାହୁ | ପ୍ରକାଶ ଯେ , ଭୁବମ ଅଞ୍ଚଳର ୧୬ ଜଣଙ୍କୁ ଜମିପଟ୍ଟା ଦେବା ପାଇଁ ଲାଞ୍ଚ ନେଉଥିଲେ । ଏନେଇ ଲୋକେ ଭିଜିଲାନ୍ସ ଅଫିରେ  ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଭିଜିଲାନ୍ସର ଏକ ଟିମ ପହଁଚି ଲାଞ୍ଚ ନେବାବେଳେ ଗିରଫ କରିଥିବା ଜଣାପଡିଛି ।

Leave A Reply

Your email address will not be published.