କୋଭିଡପାଇଁ ସତର୍କ ରହୁବାକୁ ନିର୍ଦେଶ

0 113

ଭୁବନେଶ୍ୱର,୨୭।୩(ଏସଏସ ନିଉଜ)କୋଭିଡ଼ ସଂକ୍ରମଣ ବଢୁଥିବାରୁ ଚିକିତ୍ସାବ୍ୟବସ୍ଥା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି।ସବୁ ମେଡିକାଲ କଲେଜ ଅଧୀକ୍ଷକ ,ସିଡିଏମ୍ ଓଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଚିଠି ଆସିଛି।୪ମେଡିକାଲ କଲେଜ ରେ ୨୦ ବେଡ୍ , ୨ ଆଇସିୟୁ ପ୍ରସ୍ତୁତ ରଖିବା ସହ ଜିଲ୍ଲା ଓ CHCରେ ୧୦ GC FCଟି ବେଡ୍ ଓ ଆନୁଷଙ୍ଗିକ ବ୍ୟବସ୍ଥା ଓ ଅକ୍ସିଜେନ୍ ସିଲିଣ୍ଡର ଓ କନସେନଟ୍ରେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

Leave A Reply

Your email address will not be published.