ଅଗ୍ନିକାଣ୍ଡରେ ୨ ଗାଈ ଜୀବନ୍ତ ଦଗ୍ଧ

0 215

ଡେଲାଙ୍ଗ,୩୦/୧୧(ଏସ ଏସ ନିଉଜ)ମାଛପଡା ଗ୍ରାମର ଜେନାସାହି ର ଭାବେନି ଜେନାଙ୍କ ଗୁହାଳରେ ଅଗ୍ନିକାଣ୍ଡ ଘଟି ଗୋଟିଏ ବଳଦ ଓ ୨ଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଗୁହଳରେ ଦିଆଯାଇଥିବା ମଶା ଧୁଆଁରୁ ଏହି ଅଗ୍ନିକାଣ୍ଡ ଘଟି ଥିବାର ଅନୁମାନ କରାଯାଉଛି । ଡେଲାଙ୍ଗ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.