ଜଗତପୁରେ ବ୍ୟାଟ୍ରି ଚାଳିତ ଗାଡିର ଶୁଭ ଉଦଘାଟନ

0 239

ଚୌଦ୍ୱାର,୧୦/୯(ଏସ ଏସ ନିୟୁଜ)ଆଜି କଟକଜିଲ୍ଲାର ଜଗତପୁର ଗୋଲେଇ ଛକ ଠାରେ ବ୍ୟାଟିରି ଚାଳିତ ଯାନର ଶୁଭାରମ୍ଭ ହୋଇଛି ।ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏହାକୁ ଶୁଭାରମ୍ଭ କରିଥିଲେ।ଏହି ଶୁଭକାର୍ଯ୍ୟରେ କମ୍ପାନୀ ର ଜିଏମ ପ୍ରସନ କୁମାର ସେନାପତି ଓ ଶୁଭେନ୍ଦୁ ଶେଖର, ପୂର୍ବତନ କର୍ପୋଟର ନବକିଶୋର ସ୍ୱାଇଁ, ଟିଲୋଚନ ଗାଆଣ,ପ୍ରୀତି ରଞ୍ଜନ ନାୟକ ଏବଂ କମ୍ପାନୀର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.