୧୧ ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍

0 355

ଭୁବନେଶ୍ୱର, ୮/୭(ଏସଏସନିୟୁଜ)ଆସନ୍ତା ୧୧ ତାରିଖରେ ଯେକୌଣସି ସମୟରେ ହୀରାକୁଦ ଡ୍ୟାମର ଗେଟ୍ ଖୋଲିବାକୁ ଯାଉଥିବାରୁ ଡ୍ୟାମ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରିଛି ହୀରାକୁଦ ଡ୍ୟାମ କତ୍ତୃପକ୍ଷ ।ଏହାଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛାଡିବା ନେଇ ସୂଚନା ମିଳିଛି ।। ସେପଟେ ନଦୀକୂଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଡ୍ୟାମ କତ୍ତୃପକ୍ଷ ।

Leave A Reply

Your email address will not be published.