ଲୋକାର୍ପିତ ହେଲା ଇ-ଲେକଚର

0 177

ଭୁବନେଶ୍ୱର, ୮/୭(ଏସଏସନିୟୁଜ) ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ପାଇଁ ଲୋକାର୍ପିତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଇ-ଲେକଚର ଦ୍ଵାରା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ନିଶୁଳ୍କ ସେବା ପାଇପାରିବେ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଇ-ଲେକଚର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ଊଊଉଋରେ ଷ୍ଟୁଡିଓ ହୋଇଛି । ଘଓଉ ଦ୍ୱାରା ବିକଶିତ ଏକ ସ୍ୱତନ୍ତ୍ର ପୋର୍ଟାଲରେ ଇ-ଲେକଚର ଦିଆଯିବ । ସେହି ସ୍ୱତନ୍ତ୍ର ପୋଟାର୍ଲ ହେଉଛି- https://vtputkal.odisha.gov.in/ । ଆଜିଠାରୁ ଛାତ୍ରଛାତ୍ରୀ ନିଃଶୁଳ୍କ ଭାବେ ଏହି ଇ-ଲେକଚର ପାଇପାରିବେ ।

Leave A Reply

Your email address will not be published.