ଶ୍ରୀ ଦୁର୍ଗା ଘିଅ କମ୍ପାନୀରେ ପୋଲିସର ଚଢାଉ
କଟକ,୨୬/୧୧(ଏସଏସନିୟୁଜ) କଟକ ମାଲଗୋଦାମଥାନା ପୋଲିସ ଏକ ଘିଅ କମ୍ପାନୀ ଉପରେ ଚଢାଉ କରି ଅପମିଶ୍ରଣ ଘିଅ ଜବତ କରିବା ସହ କମ୍ପାନୀର ମାଲିକ ନରସିଂହ ଦାସ ଓ ଅନ୍ୟ ଜଣେ କର୍ମଚାରୀ କୁ ପୋଲିସ ଗିରଫ କରି ପଚରାଉଚରା ଚଳାଇଛି ।
ପ୍ରକାସଯେ,କଟକ ସଦରଥାନା ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତ ବାଇଁଲୋହାଟ…