୨୪ ଘଂଟାରେ ରାଜ୍ୟରେ ୪୫୨ ନୂଆ ପଜିଟିଭ୍ ଚିହ୍ନଟ

0 260

ଭୁବନେଶ୍ୱର,୩/୪(ଏସଏସନିୟୁଜ) ରାଜ୍ୟରେ ୨୪ଘଂଟା ଭିତରେ ନୂଆ ୪୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୬୭ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୭୭ଜଣ, ସମ୍ବଲପୁରରୁ ୧୦ଜଣ, କଟକରୁ ୨୬, କଳାହାଣ୍ଡିରୁ ୨୯ , ନୂଆପଡ଼ାରୁ ୭୧ , ବଲାଙ୍ଗିରରୁ ୧୫ , ଝାରସୁଗୁଡ଼ାରୁ ୧୭, , ବରଗଡ଼ରୁ ୧୯ , ସୁନ୍ଦରଗଡ଼ରୁ ୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ଆକ୍ରାନ୍ତ ଙ୍କ ସଂଖ୍ୟା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରହିଛି ।ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୨ ଶହ ୨୪କୁ ବୃଦ୍ଧି ପାଇଛି । ୩ଲକ୍ଷ ୩୭ହଜାର ୪୩୦ଜଣ ସୁସ୍ଥ ହୋଇଥିବା ବେଳେ ୨୮ଶହ ୨୦ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

 

Leave A Reply

Your email address will not be published.