୨୪ ଘଂଟାରେ ରାଜ୍ୟରେ ୮୨୧୬ ନୂଆ ସଂକ୍ରମିତ

0 668

ଭୁବନେଶ୍ୱର,୪/୫(ଏସଏସନିୟୁଜ) ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୨୧୬ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ସଙ୍ଗରୋଧରୁ ୪୬୮୬ ଓ ସ୍ଥାନୀୟ ସଂକ୍ରମିତ ୩୫୩୨ ଥିବା ଜଣାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଚିହ୍ନଟଙ୍କମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୨୭୧, ସୁନ୍ଦରଗଡ଼ରୁ ୬୩୬, କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୁଳରୁ ୩୯୪, ସମ୍ବଲପୁରରୁ ୩୮୫, ବରଗଡ଼ରୁ ୩୭୫ ପଜିଟିଭ୍ ବାହାରିଛନ୍ତି । ସେହିପରି ଯାଜପୁରରୁ ୩୪୭, ନବରଙ୍ଗପୁରରୁ ୩୧୯, ଝାରସୁଗୁଡ଼ାରୁ ୩୧୬, .ରାୟଗଡ଼ାରୁ ୨୩୨, ବଲାଙ୍ଗିରରୁ ୩୦୫, ବାଲେଶ୍ୱରରୁ ୩୦୨, କେନ୍ଦୁଝରରୁ ୧୨୯, ନୂଆପଡ଼ାରୁ ୨୬୧, ନୟାଗଡ଼ରୁ ୨୫୦, ସୁବର୍ଣ୍ଣପୁରରୁ ୨୪୮, କଳାହାଣ୍ଡିରୁ ୨୩୮, ନୟାଗଡ଼ରୁ- ୨୫୦, ଭଦ୍ରକରୁ ୬୩, ସୁବର୍ଣ୍ଣପୁରରୁ ୨୪୮, ଷ୍ଟେଟ୍ ପୁଲ୍ ଓ କଳାହାଣ୍ଡିରୁ ୨୩୮ମୟୂରଭଞ୍ଜରୁ ୧୯୦, କୋରାପୁଟରୁ ୧୩୩, ଗଜପତିରୁ ୧୨୧, ଜଗତସିଂହପୁରରୁ ୧୦୬,ବୌଦ୍ଧ ଓ ଦେବଗଡ଼ରୁ ୯୮ ଲେଖାଏଁ, କେନ୍ଦ୍ରାପଡ଼ାରୁ ୮୭, କନ୍ଧମାଳରୁ ୭୭ ସହ ଗଞ୍ଜାମରୁ ୬୯, ଢେଙ୍କାନାଳରୁ ୪୭, ମାଲକାନଗିରିରୁ ୩୨ ଚିହ୍ନଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ଖୋର୍ଦ୍ଧାଜିଲ୍ଲାରୁ ସର୍ବାଧିକ ସଂକ୍ରାମିତ ଚିହ୍ନଟ ହୋଇଛନ୍ତି ।ସେହିଭଳିଭାବେ ୨୪ ଘଂଟାରେ କରୋନାରେ ୧୫ଜଣଙ୍କ ମୃତ୍ୟୁ ଘଟିଛି ।ସେମାନଙ୍କମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫ ,ରାୟଗଡ଼ାରୁ ୩, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୨ ଲେଖାଏଁ.କଟକ, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ମୃତ ବରଣ କରିଥିବାର ଜଣାପଡିଛି ।

Leave A Reply

Your email address will not be published.