୨୪ରେ ଉରାଳୀ ଦଧିବାମନଜୀୟୁ ମନ୍ଦିରର ସ୍ୱନକ୍ଷେତ୍ର ଉତ୍ସବ

କଟକ,୨୨।୩(ଏସଏସ ନିଉଜ)ସଦରଥାନା ଅନ୍ତର୍ଗତ ଉରାଳୀ ଗ୍ରାମର ସର୍ବପୁରାତନ ଶ୍ରୀଶ୍ରୀ ଦଧିବାମନଜୀୟୁଙ୍କ ନୂତନ ମନ୍ଦିରର ସ୍ୱନକ୍ଷେତ୍ର ଉତ୍ସବ ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖରେ ଉଦଯାପିତ ହେବ ।ଚାରିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ୨୪ ତାରିଖରେ ଅଧିବାସ, ୨୫ ତାରିଖରେ କଳସ ଶୋଭାଯାତ୍ରା, ଅଗ୍ନି ସ୍ଥାପନ, ୨୬ରେ ସୂର୍ଯ୍ୟପୂଜା ଗୋପୂଜା, ଚଣ୍ଡୀପାଠ,୨୭ରେ ପୁର୍ଣ୍ଣହୁତି ,ନୃତ୍ୟ, ଭଜନ, ପ୍ରବଚନ,ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି ।ଏହାସହ ଆସୁଥିବା ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ, ମିନାବଜାର, ଚକ୍ରୀଦୋଷୀର ବ୍ୟବସ୍ଥା କରାଯାଇଛି ବୋଲି ସାମ୍ବାଦିକ ସମିଳନୀରେ କୁହାଯାଇଛି।

- Advertisement -

Leave A Reply

Your email address will not be published.