୨୫ରୁ ୮ମ ଶ୍ରେଣୀସ୍କୁଲ ଓ ୨୧ରୁ ଏକାଦଶ ଖୋଲିବ

0 168

ଭୁବନେଶ୍ୱର,୧୫/୧୦(ଏସ ଏସ ନିୟୁଜ)ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବ ବୋଲି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ଆସନ୍ତାକାଲି ଡିଇଓମାନଙ୍କ ସହ ବୈଠକ ବସିବା ସହ ପ୍ରଥମରୁ ୭ମ ଶ୍ରେଣୀ ଖୋଲିବା ବିଷୟରେ ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।ତେବେ କରୋନା ପାଇଁ ଗତ ୨ ବର୍ଷ ହେବ ପାଠପଢ଼ା ବ୍ୟାହତ ହୋଇଛି । କରୋନା କମିଥିବା ବେଳେ ଟିକାକରକଣକୁ ବ୍ୟାପକ କରାଯାଇଛି ଓ ଅନ୍ୟପଟେ ଛୋଟ ପିଲାଙ୍କ ପାଇଁ ମଧ୍ୟ ଟିକା ଆସିଯାଇଛି । ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.