୨ନାବାଳକଙ୍କୁ ୫୦ହଜାର ଫାଇନ!

0 104

ରାୟଗଡ଼ା,୨୮।୩(ଏସଏସ ନିଉଜ)ରାୟଗଡ଼ା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ବୋଇଛି।ବାଇକ ଚଳାଇବାବେଳେ ଧରାପଡ଼ିଲେ ଦୁଇ ନାବାଳକ। କଲେଜ ରୋଡ଼ରେ ଗାଡ଼ି ଚଳାଇବା ବେଳେ ଧରିଲା RTO। ଉଭୟଙ୍କଠାରୁ ୨୫ ହଜାର ଲେଖାଏଁ ଜରିମାନା ଆଦାୟ କରାଯାଇଛି। ଆଜିଠାରୁ ସ୍କୁଲ ପିଲାଙ୍କୁ ଚେକିଂ, ଧରାପଡିଲେ କଟିବ ଫାଇନ।

Leave A Reply

Your email address will not be published.