ଆମେରିକାସ୍କୁଲରେ ଗୁଳିମାଡ଼

0 96

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଆମେରିକା
ନାସଭିଲେର ଏକ ଘରୋଇ ସ୍କୁଲରେ ଗୁଳିମାଡ଼ ହୋଇଛି। ମୃତକଙ୍କ ମଧ୍ୟରେ ୩ଜଣ ୯ ବର୍ଷିୟ ଛାତ୍ର ଅଛନ୍ତି।ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀ ନିହତ କରିଛନ୍ତି।ଆମେରିକା ରାଷ୍ଟ୍ରପତି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି।

Leave A Reply

Your email address will not be published.