୩ ଦିନ ପାଇଁ ବନ୍ଦ ଇନ୍ଦ୍ରଧନୁ ମାର୍କେଟ୍

0 174

ଭୁବନେଶ୍ୱରର ୩୦/୪ (ଏସଏସନିୟୁଜ) ରାଜଧାନୀର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ କରିଛି ବିଏମସି । ଆସନ୍ତା ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ରହିଥିବାରୁ ୩ ଦିନ ପାଇଁ ଇନ୍ଦ୍ରଧନୁ ମାର୍କେଟ୍ ବନ୍ଦ ରହି ସୋମବାର ଦିନ ଇନ୍ଦ୍ରଧନୁ ମାର୍କେଟ୍ ଖୋଲିବ । କୋଭିଡ୍ କଟକଣା ଅମାନ୍ୟ ଅଭିଯୋଗରେ ଇନ୍ଦ୍ରଧନୁ ମାର୍କେଟକୁ ସିଲ୍ କରାଯାଇଛି ।

Leave A Reply

Your email address will not be published.