୩ ଫୁଟ କମିଛି ହୀରାକୁଦ

0 79

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ୩ଫୁଟ କମିଛି ହୀରାକୁଦା ଗତବର୍ଷତୁଳନାରେ ଏବର୍ଷ ୩ ଫୁଟ କମିଛି ହୀରାକୁଦଜଳସ୍ତର।ଗତବର୍ଷ ଆଜିରଦିନରେ ଜଳସ୍ତର ଥିଲା ୬୧୯.୯୩ ଫୁଟ। ଆଜି ସକାଳ୮ଟାସୁଦ୍ଧା ହୀରାକୁଦଜଳସ୍ତର ରହିଛି ୬୧୬.୩୯ଫୁଟ। ଜଳସଂପଦବିଭାଗ ସର୍ବୋଚ୍ଚଯନ୍ତ୍ରୀ ଭକ୍ତରଂଜନମହାନ୍ତିଙ୍କ ସୂଚନ ଦେଇଛନ୍ତି ।

Leave A Reply

Your email address will not be published.