ଧରାପଡିଲା ଜାଲ୍ ସାର୍ଟିଫିକେଟ ରାକେଟ

0 86

ବଲାଙ୍ଗିର,୨୭ା୩(ଏସଏସନିଉଜ) ବଲାଙ୍ଗିର ଜାଲ୍ ସାର୍ଟିଫିକେଟରାକେଟର ପର୍ଦ୍ଦାଫାସ କରବା ସହ ଏହି ଘଟଣାରେ ୧୯ଜଣଙ୍କୁ ଗିରଫ କରିଛି ।ଏହାସହ ୧ହଜାରରୁ ୫ହଜାର ନକଲି ସାର୍ଟିଫିକେଟ ଜବତ ହୋଇଛିା ୪୧ୟୁନିଭର୍ସିଟି ଓ ସ୍କୁଲର ନକଲିସାର୍ଟିଫିକେଟ ଜବତ କରିଛି ପୋଲିସ ।
.

Leave A Reply

Your email address will not be published.