୩ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

0 142

ଭୁବନେଶ୍ୱର,୨୧/୪(ଏସଏସନିଉଜ) କରୋନାର ସ୍ଥିତି ନେଇ ଦିଲ୍ଲୀ ସରକାର ଙ୍କ ଚିନ୍ତା ବଢିବାରେ ଲାଗିଛି ।ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହେଉଛି । ଦିଲ୍ଲୀରେ ସଂକ୍ରମଣ ବଢ଼ିବାର ମାସକ ପରେ ଆମର ଏଠି ସଂକ୍ରମଣ ବଢ଼େ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ନେବାକୁ ଅନୁରୋଧ. କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ସେ କହିଛନ୍ତି ବର୍ତ୍ତମାନ ଓଡ଼ିଶା ସ୍ଥିତି ଉଦବେଗଜନକ ନାହିଁ, ତଥାପି ଆଗାମୀ ୩ରୁ ୪ ସପ୍ତାହ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।

Leave A Reply

Your email address will not be published.