୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା!

0 125

ଗଞ୍ଜାମ, ୨୫ା୧(ଏସଏସନିଉଜ)ଧରାକୋଟଥାନା ଅଧୀନସ୍ଥ ମୁଣ୍ଡମରାଇଗ୍ରାମ ହାଟସାହିରେ ୪ବର୍ଷର ଶିଶୁକୁ ପଡ଼ୋଶୀଘର ଛାତଉପରେ ନିର୍ମମଭାବେ ପିଟିପିଟି ହତ୍ୟା କରାଯାଇଛି ।ମୃତ ଶିଶୁଟି ହେଉଛନ୍ତି ପାନଦୋକାନକରି ଗୁଜରାଣ ମେଂଟାଥିବା ଗୋବିନ୍ଦପାତ୍ରଙ୍କ ପୁଅ ନି‌ତେଶ ।ଗତକାଲି ସନ୍ଧ୍ୟାରେ ଟ୍ୟୁସନ ନଯିବାରୁ ଖୋଜାଖୋଜି କରିବାପରେ ପଡ଼ୋଶୀଘର ଛାତଉପରେ ରକ୍ତଜୁଡୁବୁଡୁଅବସ୍ଥାରେ ଶିଶୁଟିକୁ ଠାବ କରିଥିଲୋ ତୁରନ୍ତ ପରିବାରଲୋକେ ଶିଶୁଟିକୁ ଧରାକୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଚାଞ୍ଚଲ୍ୟକର ଘଟଣା ଉପରୁ ପର୍ଦା ଉଠାଇବାପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି ।

 

Leave A Reply

Your email address will not be published.