୪ବାଇକ ସହ ଚୋରୀସାମଗ୍ରୀ ଜବତ

0 178

ଜଟଣୀ,୪/୯(ଏସଏସନିୟୁଜ)ଜଟଣୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉକରି ଭିନ୍ନ ଭିନ୍ନ ଘଟଣାରେ ଛଅଜଣ ଅଭିଯୁକ୍ତଙ୍କୁ ଗିରଫ କରିବାସହ ଚୋରାବାଇକ ଓ ଚୋରୀ ସାମଗ୍ରୀ ଜବତ କରିଛନ୍ତି ।ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ବାଲିଛକ ମୁଣ୍ଡିଆସାହି ର ଏସକେ ସାହାବୁଦ୍ଦିନ(ବାବୁ), ଜଟଣୀ ରାଜାବଜ଼ାର ଗଜପତି ନଗରର ଏସକେ ସ୍ୱାଧୀନ (ବାଦଲ), ଜଟଣୀ ରଥିପୁରର ଏସକେ ବାସିରୁଦ୍ଦିନ(ବାଦଶାହ) , ଟ୍ରାଫିକ କଲୋନୀ ଜଟଣୀ ଅଞ୍ଚଳର ଜଗନ୍ନାଥ ବାରିକ (ରାଜା) ।ଏମାନଙ୍କଠାରୁ ୪ଟି ବାଇକ ଜବତକରିଛି । ଅନ୍ୟ ଏକ ମାମଲାରେ ଇନ୍ଦ୍ରଦ୍ୟୁମ୍ନ ବାରିକ ଓ କାଳୁ ପ୍ରସାଦ ନାମକ ଦୁଇଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କଠାରୁ ସୁନା ଅଳଙ୍କାର ଜବତ କରି ଉଭୟଙ୍କୁ କୋର୍ଟଚାଳଣ କରିଛି ।

Leave A Reply

Your email address will not be published.