୫ ବନ କର୍ମଚାରୀ ଆହତ

0 226

ଖୋର୍ଦ୍ଧା,୨୨/୧୧(ଏସ ଏସ ନିଉଜ) ହାତୀ ଆକ୍ରମଣରେ ୫ ବନ କର୍ମଚାରୀ ଆହତ ହୋଇଛନ୍ତି।ଏହି ଆହତ ମାନଙ୍କ ମଧ୍ୟରେ ଜଣେ ଏସିଏଫ୍ ଙ୍କ ସମେତ ୫ ବନବିଭାଗ କର୍ମଚାରୀ ଥିବାର ଜଣାପଡିଛି । ଜଙ୍କିଆ ଥାନା ଗୟାବନ୍ଧ ଗାଁ ନିକଟରେ ଏହି ଘଟଣା ଘଟିଛି । ହାତୀକୁ ଟ୍ରାଙ୍କୁଲାଇଜ କରି ପାଖକୁ ଯିବାବେଳେ ହାତୀଟି ଆକ୍ରମଣ କରିଥିଲା ।ଟ୍ରଙ୍କୁଲାଇଜ ପରେ ମଧ୍ୟ ହାତୀଟି ସଂପୂର୍ଣ୍ଣ ନିଶ୍ଚେତ ହୋଇ ନଥିବାରୁ ଏପରି ଅଘଟଣ ଘଟିଥିବାର ଜଣାପଡିଛି ।

Leave A Reply

Your email address will not be published.