ମେଡିକାଲରୁ ଫେରିବାବେଳେ ପୁଣି ଦୁର୍ଘଟଣା

0 260

ଆନନ୍ଦପୁର,୨୨/୧୧(ଏସ ଏସ ନିଉଜ) ଭାରସାମ୍ୟ ହରାଇ କାର ଟି ଗଛରେ ପିଟିହେବାରୁ କାର ରେ ଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି । ଆନନ୍ଦପୁର-କରଞ୍ଜିଆ ରାସ୍ତାର ଗୋଳାବନ୍ଧ ନିକଟରେ ଦୁର୍ଘଟଣା ଏହି ଦୁର୍ଘଟଣା ଘଟିଛି ।କଟକ ବଡ ମେଡିକାଲରୁ ସୁସ୍ତ ହୋଇ ଜାମସେଦପୁରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ୪ ଜଣଙ୍କୁ ଗରୁତର ଅବସ୍ଥାରେ ପୁଣି କଟକ ରେ ଭର୍ତି କରାଯାଇଛି ।

 

Leave A Reply

Your email address will not be published.