ହାତୀ ପଲ ଭାଙ୍ଗିଲେ ଘର,ଖାଇଲେ ଧାନ

0 257

ସୁବର୍ଣ୍ଣପୁର,୨୨/୧(ଏସ ଏସ ନିଉଜ) ଏହି ଜିଲ୍ଲା କୁଦୋପାଲିରେ ଗତକିଛି ଦିନ ହେବ ୩୫ ଟିକିଆ ହାତୀପଲ ଉତ୍ପାତ କରିଚାଲିଛନ୍ତି।ଏହି ହାତୀ ପଲଙ୍କ ଯୋଗୁ ୮ ବଖରା ଘର ଭାଙ୍ଗି ଯାଇଛି।ଏହାସହ ଧାନ ବିଲରେ ଓ ବାଡ଼ିରେ ପଶି ଧାନ ଖାଇଯାଉଛନ୍ତି।ଏତିକିରେ ହାତୀ ପଲଙ୍କ ଉତ୍ପାତ କମିନାହିଁ,
୩ ବାଇକକୁ ମଧ୍ୟ ହାତୀପଲ କଚାଡ଼ି ଭାଙ୍ଗିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.