୬ହଜାର ପାଇଁ ତଣ୍ଟି କାଟିଦେଲେ

0 61

ଚନ୍ଦ୍ରଶେଖରପୁର,୨।୧(ଏସଏସନିଉଜ)୬ହଜାର ଟଙ୍କା ପାଇଁ ତଣ୍ଟି କାଟି ଲୁଟିନେଲେ ଲୁଟେରା। ଚନ୍ଦ୍ରଶେଖରପୁର ଥାନା ଡମଣା ଗାଁ ଭିତରେ ଘଟିଛି ଏହିଭଳି ଅଭାବନୀୟଘଟଣା । ଲୁଟେରା ମାନେ ଶିବାନନ୍ଦ ବାରିକଙ୍କ ବେକକାଟି ଲୁଟି ନେଇଛନ୍ତି । ରାତି ପ୍ରାୟ୩ଟା ବେଳେ ସେ ତାଙ୍କ ଛକରେ ଥିବା ଦୋକାନକୁ ଯିବା ପାଇଁ ବାହାରିଥିବା ବେଳେ ଗେଟ୍ ଆଗରୁ ଲୁଟେରା ଲୁଟି ନେଇଥିଲେ। ଶିବାନନ୍ଦ ତାଙ୍କୁ ବିରୋଧ କରିବାରୁ ବେକ କାଟିଦେଇଥିଲେ ।ପରିବାର ଲୋକ ତାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ
ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.