ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲି ସମୟରେ ହିଂସା

ଖବର ଆଜିର,ତାରିଖ ୧୯-୦୩-୨୦୨୧/ଶୁକ୍ରବାର

0 303

୧-ଆଜି ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଜାରି ହେ‌ଲା ୟେଲୋ ୱାର୍ଣ୍ଣିଂ
୨-୪ର୍ଥ ଟି-ଟ୍ବେଣ୍ଟି : ଇଂଲଣ୍ଡକୁ ମାତ୍ ଦେଲା ଟିମ୍ ଇଣ୍ଡିଆ,୨-୨ରେ ସିରିଜ୍ ବରାବର କଲା ବିରାଟ ବାହିନୀ ।
୩-ନନ୍ଦୀଗ୍ରାମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲି ସମୟରେ ହିଂସା, ଆକ୍ରମଣରେ ବିଜେପି କର୍ମୀ ଆହତ ।
୪-ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଲା ଶ୍ରୀମନ୍ଦିର ପ୍ରଶାସନ : ବିକ୍ରି ନୁହେଁ, ‘ସମାନ ନୀତି’ ଅନୁସାରେ ଜମିର ବନ୍ଦୋବସ୍ତ କରାଯାଉଛି ।
୫-UG ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲଘୁଦକ୍ଷତା : UGC ଫ୍ରେମ୍ ପାଠ୍ୟକ୍ରମ, ଡ୍ରାଫ୍ଟ ମାନୁଆଲ୍ ଗାଇଡଲାଇନ୍ ପ୍ରକାଶିତ  ।
୬-ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଚେହେରେ’ର ଟ୍ରେଲର୍ ରିଲିଜ୍, ନଜର ଆସିଲେ ବିବାଦିତା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ .।
୭-ଏପ୍ରିଲ ୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି – ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।
୮-ରାଜନୀତିର ରୋଚକ ଦୃଶ୍ୟ, ବିଜେପି ବିଧାୟକଙ୍କ ସହ ଆଲୋଚନା ପାଇଁ ନବୀନ ନିବାସରୁ ରାସ୍ତାକୁ ଚାଲି ଚାଲି ଆସିଲେ ମୁଖ୍ୟମନ୍ତ୍ରୀ ।
୯-ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବସିଲା ସର୍ବଦଳୀୟ ବୈଠକ, ସ୍ବାଭାବିକ ହେବ ବିଧାନସଭା, ଉତ୍ତର ରଖିବେ ଯୋଗାଣ ମନ୍ତ୍ରୀ ।
୧୦-ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ଆକାଶଙ୍କୁ ଗୋଟିଏ ମାମଲାରେ ଜାମିନ୍ ।
୧୧-ଅଯୋଧ୍ୟାରେ ‘ରାମସେତୁ’ର ଶୁଭାରମ୍ଭ, ଅକ୍ଷୟ କୁମାର ଫଟୋ ସେୟାର କରି କହିଲେ-‘ଜୟଶ୍ରୀ ରାମ’ ।
୧୨-ପଦ୍ମ ଧରିଲେ ଅରୁଣ ଗୋଭିଲ୍ – ପୌରାଣିକ ସିରିଏଲ ରାମାୟଣରୁ ମିଳିିଥିଲା ଲୋକପ୍ରିୟତା ।
୧୩-ଆଷ୍ଟ୍ରାଜେନେକା ଟିକା ନେବା ପରେ ରକ୍ତ ଜମାଟ ବାନ୍ଧୁଥିବା ନେଇ କୌଣସି ପ୍ରମାଣ ନାହିଁ: ବ୍ରିଟେନ ସ୍ୱାସ୍ଥ୍ୟ ନିୟାମକ ।
୧୪-ଋଷିଆ ରାଷ୍ଟପତିି ପୁଟିନଙ୍କୁ ହତ୍ୟାକାରୀ କହିଲେ ବାଇଡେନ୍ । ନିର୍ବାଚନରେ ଟ୍ରମ୍ପଙ୍କୁ ସହାୟତା କରୁଥିବା ଆଣିଲେ ଅଭିଯୋଗ ।
୧୫-ଗୁଜୁରାଟରେ ଭୟ ବଢ଼ାଉଛି କରୋନା ସଂକ୍ରମଣ, ୮ ସହରରେ ସ୍କୁଲ-କଲେଜ୍ ବନ୍ଦ, ସୀମା ସିଲ୍ ପାଇଁ ସରକାରଙ୍କ ନିର୍ଦ୍ଦେଶ ।
୧୬-ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୌକସୀ ସବୁ ଆସିବେ ଭାରତ : ନିର୍ମଳା ସୀତାରମଣ
୧୭-ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ ପାଇଁ ଘରୋଇ କ୍ଷେତ୍ରଗୁଡ଼ିକୁ ନିୟୋଜିତ କରିବା ଆବଶ୍ୟକତା ରହିଛି: ମୁଖ୍ୟମନ୍ତ୍ରୀ ।
୧୮-ଲୋକସଭାରେ ଉଠିଲା ଓଡିଶା ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ । ଧାନ କିଣାକୁ ନେଇ ସଂସଦରେ ପ୍ରଶ୍ନ କଲେ ସୁରେଶ ପୂଜାରୀ ।
୧୯-ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ନିଜକୁ ନିର୍ଦ୍ଦୋଷରେ ଖଲାସ ପାଇଁ କୋର୍ଟରେ ଗୁହାରି କଲେ ଶଶି ଥରୁର । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.