ପିଲାଙ୍କୁ ମିଳିବ କରୋନା ଟିକା

0 192

ଭୁବନେଶ୍ୱର,୧୨/୧୦(ଏସ ଏସ ନିୟୁଜ) ୨ରୁ ୧୮ ବର୍ଷ ବୟସର ପିଲାଙ୍କୁ କରୋନା ଟିକା ଦେବାକୁ ଡିସିଜିଆଇ ଅନୁମତି ଦେଇଛି ।
ପିଲାମାନେ କୋଭାକ୍ସିନ ଟିକାର ୨ଟି ଯାକ ଡୋଜ୍ ପାଇବେ।ତେବେ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହେବ ବୋଲି ଜଣାପଡିଛି। ଟ୍ରାଏଲରେ ପିଲାଙ୍କର କୌଣସି କ୍ଷତି ହୋଇନଥିବା ପ୍ରମାଣିତ ହୋଇସରିବା ପରେ ପିଲାଙ୍କୁ ଟିକା ଲଗାଯିବାନେଇ ନିଷ୍ପତି ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.