ଲୋକ ଲଜ୍ୟାରୁ ମହିଳାଙ୍କ ଆତ୍ମହତ୍ୟା !

0 183

ଖଲ୍ଲିକୋଟ,୮/୭(ଏସ ଏସ ନିଉଜ) ଭିଡିଓ ଭାଇରାଲ ପରେ ବିବାହିତା ମହିଳା ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି ।ତେନ୍ତୁଳିପଲ୍ଲୀ ଗାଁର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।କାଲି ବାଗଲପୁର ଗାଁର ଜଣେ ଯୁବକଙ୍କ ସହ ମହିଳାଙ୍କୁ ଗାଁ ଲୋକ ଦେଖିଥିଲେ।ଘଟଣାକୁ ନେଇ ଗାଁରେ କଙ୍ଗାରୁ କୋର୍ଟ ବସି ବିଚାର କରାଯାଇଥିଲା।

Leave A Reply

Your email address will not be published.