ଜିଲ୍ଲାପାଳ, ଏସ୍‌ପିଙ୍କ ଆଗରେ ବିଷ ପିଇଲେ ଯୁବକ

ବ୍ରହ୍ମପୁର, ୨୪/୭(ଏସଏସନିଉଜ) ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଚାଲିଥିବାବେଳେ ଜଣେ ଦିବ୍ୟଙ୍ଗ ଅଭିଯୋଗକାରୀ ବିଷ ପିଇ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିଲେ ।ପୋଲିସ ଗୁତୁତର ଅବସ୍ଥାରେ ଯୁବକକୁ ଚିକିସ୍‌ାପାଇଁ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରିଥିଲେ।ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ଜମି ଡିମାର୍କେସନ ପାଇଁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ କେହି ଶୁଣି ନଥିଲେ ।ଯାହାଫଳରେକେହି ଗୁହାରୀ ନଶୁଣିବାରୁ ବାଧ୍ୟ ହୋଇ ଜିଲ୍ଲାପାଳ, ଏସ୍‌ପିଙ୍କ ଆଗରେ ବିଷ ପିଇଥିବାର ଜଣାପଡିଛି ।

 

- Advertisement -

Leave A Reply

Your email address will not be published.