0 105 Share ଭୁବନେଶ୍ୱର,୩୦ ୩(ଏସଏସ ନିଉଜ)ଦିନକରେ ୩୦୧୬ ଆକ୍ରାନ୍ତ ଚିହ୍ନଟ ଦେଶରେ ଦିନକରେ ୩,୦୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି।ଗତକାଲି ଅପେକ୍ଷା ୪୦% ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି।ମୋଟସକ୍ରିୟ ଆକ୍ରାନ୍ତଙ୍କସଂଖ୍ୟା ୧୩ ହଜାର ୫୦୯କୁ ବୃଦ୍ଧି ପାଇଛି। 0 105 Share