ଆଜିର ରାଶିଫଳ

0 212

ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର । ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । କଳମଶାଗ ଭକ୍ଷଣ ନିଷେଧ ।ମାର୍ଚ୩୧ଶୁକ୍ରବାର
ମେଷ :-ଆଜି କ୍ୟାରିୟର ସୁଧାର ପାଇଁ ଦିନଟି ଭଲ ହେବ। କୌଣସି ଅନୁବନ୍ଧପାଇଁ ଭଲସୁଯୋଗ ମିଳିବ। ପାରିବାରିକକାର୍ଯ୍ୟରେ ପରିବାରର ସବୁସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
ବୃଷ:-ଆପଣଙ୍କଭାବନା ଆଜି ରଚନାତ୍ମକରହିବ। ସମ୍ମାନିତ ଲୋକଙ୍କଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କମାଧ୍ୟମରେ ଲାଭପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ରକିଣିବାରେ ବ୍ୟସ୍ତରହିବେ।
ମିଥୁନ:-ନୂଆବିଚାର ଆପଣଙ୍କ ଆର୍ଥିକଉନ୍ନତି ଲାଗି ଲାଭଦାୟକରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗମିଳିବ। ଅଫିସରେ କୌଣସି ଖୁସିଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଦିନଟି ଆପଣଙ୍କଲାଗି ଅନୁକୂଳ। ସାହସିକଫଇସଲାରେ ସଫଳତାମିଳିବ। ଜୀବନସାଥୀଙ୍କସହିତ ଉତ୍ତମସମ୍ବନ୍ଧ ବଜାୟରହିବ। ଛାତ୍ରଙ୍କକ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:-ଆଜି ଆପଣ କୌଣସିକାର୍ଯ୍ୟ ତରବରିଆଭାବେ କଲେ କ୍ଷତିରେପଡିପାରନ୍ତି। ସନ୍ତାନଙ୍କପକ୍ଷରୁ ଭଲଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କସହିତ ଭ୍ରମଣରେଯିବା ପାଇଁ ଯୋଜନାକରିବେ।
କନ୍ୟା:-ଦିନଟି ଆପଣଙ୍କଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକକାର୍ଯ୍ୟରେ ସମୟକଟିବ। ମିତ୍ରଙ୍କର ପୂରାସହଯୋଗ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ।
ବିଛା:-ରଚନାତ୍ମକକାମରେ ଆପଣଙ୍କରନାମ ହେବ। ବ୍ୟବସାୟରେ ନୂଆକୌଶଳ ପ୍ରୟୋଗକରିବେ ଯାହାଦ୍ବାରା ଭବିଷ୍ୟତରେଲାଭ ମିଳିବ। ପରିବାରଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ:-ଆଜି ଆପଣ ଅନ୍ୟମାନଙ୍କ ଭାବନାପ୍ରତି ବିଶେଷସମ୍ବେଦନଶୀଳ ରହିପାରନ୍ତି। ଧର୍ମସମ୍ବନ୍ଧିତପୁସ୍ତକ ପଢ଼ିବାରେ ରୁଚିବଢ଼ିବ। ସ୍ଥଗିତଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜକାମରେ ପ୍ରଶ˚ସା ଓ ପୁରସ୍କାର ପାଇବେ। କାରବାର ବୃଦ୍ଧିଲାଗି ଦିନଟି ବିଶେଷଶୁଭ। ଧନସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ପ୍ରଭୁଙ୍କଆରାଧନାରେ ମନରେ ସକାରାତ୍ମକ ଶକ୍ତିସ˚ଚାର ହେବ। ପ୍ରସ୍ତୁତକରିଥିବା ଯୋଜନାଅନୁସାରେ କାମକରିବେ। ଅଫିସରେସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ମିଶ୍ରିତଫଳ ପ୍ରଦାନକରିବ। ବଡ଼ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟକଚେରି ମାମଲାରେ ବ୍ୟସ୍ତତା ବଢ଼ିବ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.