ଶ୍ରୀରାମମଣ୍ଡପରେ ୧ରୁ୧୪ରାମଲିଳା

0 135

ବାରଙ୍ଗ,୩୧ା୩(ଏସଏସନିଉଜ)ସବୁବର୍ଷପରି ଚଳିତବର୍ଷ ଆଂଚଳିକ ରାମଲୀଳା ସମିତି ତ୍ରିଶୁଳିଆ ପକ୍ଷରୁ ସୁବର୍ଣଜୟନ୍ତୀ ସମାରୋହରସହ ପାଳନ କରାଯାଉଛି । ତ୍ରିଶୁଳିଆ ବଜାରରେ ଥିବା ଶ୍ରୀରାମମଣ୍ଡପରେ ରାଜ୍ୟର ପ୍ରତିଷ୍ଠିତ ରାମଲିଳା ଅନୁଷ୍ଠାନମାନଙ୍କଦ୍ୱାରା ରାମଲିଳା ନାଟକ ପରିବେଷଣ କରାଯିବ ।୧ତାରିଖରୁ ଆରମ୍ଭ ହୋଇ ୧୪ତାରିଖରେ ଏହା ଶେଷ ହେବାଗୁରୁବାରଦିନ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରାଯାଇଛି ।ଏହିଅବସରରେ ରାମଲୀଳାମଣ୍ଡପରେ ଆୟୋଜିତ ସଭାରେ ବିଧାୟକ ଦେବୀରଞ୍ଜନତ୍ରିପାଠୀ , ଜଗନ୍ନାଥ ସାରକା , ସମିତିରକାର୍ଯ୍ୟକାରୀସଭାପତି ସୁରେଶମହାନ୍ତି , ସମ୍ପାଦକ ଦିବାକରମୁଦୁଲି ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।ଏହିଅବସରରେ ଅଂଚଳର ବିଭିର୍ଣବର୍ଗରେ କୃତିତ୍ନ ଅର୍ଜ୍ଜନକରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.