ବିଜେପି ବିଧାୟକଙ୍କୁ ‘ହୁଇପ୍’ ଜାରି

ଭୁବନେଶ୍ୱର,୧୩।୩(ଏସଏସନିଉଜ)ବିଜେପି ବିଧାୟକଙ୍କୁ ‘ହୁଇପ୍’ ଜାରି କଲେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ।ସମସ୍ତ ବିଧାୟକଙ୍କୁ ଦୁଇ ଲାଇନର ହୁଇପ୍ ଜାରି ହୋଇଛି।
ବିଧାନସଭା ଅଧିବେଶନରେ ସମସ୍ତ ବିଧାୟକଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ କରାଯାଇଛି।ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଥିବାରୁ ଦଳପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡ଼ିଛି।

- Advertisement -

Leave A Reply

Your email address will not be published.