ଅବକାରୀ ବିଭାଗର ଚଢ଼ାଉ

0 176

ଭଞ୍ଜନଗର,୧୯/୧୧(ଏସଏସନିୟୁଜ) ଭଞ୍ଜନଗର ଅବକାରୀ ବିଭାଗ ଚଢ଼ାଉ କରି ଚୋରାରେ ଦେଶୀମଦ ପ୍ରସ୍ତୁତ କରୁଥିବା ବେଳେ ୫୦ ଲିଟର ଚୋରା ଦେଶୀମଦ ଜବତ କରାଯିବା ସହ , ୨୧୫୦ ଲିଟର ପୋଚ ନଷ୍ଟ କରାଯାଇଛି । ବିଶେଷସୁତ୍ରରୁ ଖବରପାଇ ଭଞ୍ଜନଗର ନିକଟ ନାହାତୋଟା ସାହି , ମରଠୀ ସାହି , ଏବଂ ବାଲିସାହି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା ।ଚଢଉସମୟରେ ଜଣଙ୍କୁ ଗିରଫ କରିବାସହ ମଦ ସହ ରନ୍ଧା ସାମଗ୍ରୀ ମଧ୍ୟ ଜବତ କରିଛି ଅବକାରୀବିଭାଗ ।

Leave A Reply

Your email address will not be published.