ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

0 247

ପୁରୀ ୭/୫(ଏସଏସନିଉଜ) ଆଗେଇ ଚାଲିଛି ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ । ଶୁକ୍ରବାର ସୁଦ୍ଧା ବିଶ୍ୱକର୍ମା ତିନି ରଥର ୧୩ଟି ତୁମ୍ବ ଗୋଲେଇ ତିଆରି କରିଛନ୍ତି ।କରତି ସେବକମାନେ ୨୦ଟି ତୁମ୍ବ ଗଡ଼ କାଟିଛନ୍ତି । ଭୋଇ ସେବକମାନେ ତାଳଧ୍ୱଜ ଚାଳିକୁ ୮ଟି, ନନ୍ଦିଘୋଷ ଚାଳିକୁ ୭ଟି ଓ ଦେବୀ ରଥ ଚାଳିକୁ ୫ଟି ତୁମ୍ବ କାଠ ଦେଇଥିଲେ । କାର‌୍ୟ୍ୟ ଶେଷ ବେଳକୁ ତାଳଧ୍ୱଜ ଓ ଦେବୀ ରଥର ୪ଟି ଲେଖାଁଏ ଓ ନନ୍ଦିଘୋଷର ୫ଟି ତୁମ୍ବ ପ୍ରାଥମିକ ଭାବେ ଗୋଲେଇ ସରିଥିବା ଜଣାଯାଇଛି ।

Leave A Reply

Your email address will not be published.