ଆଜିର ଅନୁଚିନ୍ତା

 ତାରିଖ - ୨୮:୦୪:୨୦୨୧ (ବୁଧବାର)

0 311

➡️ଇଏ ହେଉଛି ଗୋଟିଏ ସ୍ବାର୍ଥପର ଦୁନିଆ , ଏଠି ଲୋକ ହୃଦୟକୁ ନୁହେଁ ନିଜ ନିଜ ଆବଶ୍ୟକତାକୁ ଭଲ ପାଆନ୍ତି ।
➡️ସଂସାରରେ ଯିଏ ସବୁଠାରୁ ମୁଢ ଏବଂ ଯିଏ ସବୁଠାରୁ ବୁଦ୍ଧିମାନ ଉଭୟେ ସୁଖ ଭୋଗ କରନ୍ତି, କିନ୍ତୁ ମଧ୍ୟମ ଶ୍ରେଣୀ ଲୋକ କଷ୍ଟ ପାନ୍ତି !!
➡️ସମ୍ପର୍କରେ ଅଭିମାନ କରନ୍ତୁ ଚଳିବ ,—– କିନ୍ତୁ ଅଭିନୟ ନୁହେଁ ।
➡️ଧର୍ମ, ନିୟମ ଓ ସଂସ୍କାର ଏଇ ତିନୋଟି ଶବ୍ଦ ମଣିଷଟିକୁ ମଣିଷ ପରି ଗଢିତୋଳିଥାଏ ।
➡️ଜରଗ୍ଦକ୍ଟ୍ରରମଗ୍ଧ କିଏ ଦଉ କି ନ ଦଉ ତୁମେ ତୁମର କର୍ତ୍ତବ୍ୟ କରିଚାଲ ଞସଜ୍ଞର ତାର ଉଚିତ୍ ଜବାବ ଦେବ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

Leave A Reply

Your email address will not be published.