ଆଜିର ଅନୁଚିନ୍ତା

ତାରିଖ - ୦୪:୦୫:୨୦୨୧ ( ମଙ୍ଗଳବାର)

0 497

➡️ମାନବ ସେବା ହିଁ ମାଧବ ସେବା ମାନବଙ୍କୁ ସେବା କରି ମାଧବଙ୍କୁ ପାଇବା, ମାଧବ ଆମର ନିଜ ବାପା ମାଆ ମନ୍ଦିରକୁ କିଆଁ ଧାଇଁବା !
➡️ଆଶା ହିଁ ସବୁବେଳେ ଦୁଃଖର କାରଣ ପାଲଟିଥାଏ, ସେ ଆଶା ଟଙ୍କା ପାଇଁ ହେଉ କିମ୍ବା ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପାଇଁ ହେଉ।
➡️ ନିରବତା ଠାରୁ ଉତ୍ତର ଆଉ କିଛି ବି ନାହିଁ, ଆଉ କ୍ଷମା କରିବାଠୁ ଦଣ୍ଡ ଆଉ କିଛି ବି ନାହିଁ ।
➡️ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସି ଖୁସି ରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ କାରଣ ପ୍ରତିଟି ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଏ ନାହିଁ ସମସ୍ତଙ୍କ ଜୀବନର ବହୁମୂଲ୍ୟ ଦିନଟିଏ ବି ଅସ୍ତ ହୋଇଥାଏ।
➡️ଅପେକ୍ଷା ପୂର୍ବରୁ ମିଳିବା ଜିନିଷ ତାରValue ହରେଇ ଦେଇଥାଏ,,,,,ଆଉ ଅପେକ୍ଷା ପରେ ମିଳିବା ଜିନିଷ ତାର Important କମି ଯାଇ ଥାଏ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେ ! ଜୟ ଜଗନ୍ନାଥ !

Leave A Reply

Your email address will not be published.