ଆଜିର ଅନୁଚିନ୍ତା

 ତାରିଖ : ୦୭/୦୫/୨୦୨୧,ଶୁକ୍ରବାର

0 316

➡️”ଜୀବନ ଦୁଇ ଦିନର ହେଉ କି ଚାରି ଦିନର ସେଥିରେ କିଛି ଯାଏଆସେ ନାହିଁ , ଏଠି ଏମିତି ବଞ୍ଚ ଯେମିତି କି ଜୀବନ ତୁମକୁ ମିଳିନି ତୁମେ ଜୀବନକୁ ମିଳିଛି !
➡️”ବାରମ୍ବାର ଅସଫଳ ହୁଅନ୍ତୁ କିଛି କଥା ନାହିଁ , ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ !
➡️”ମଣିଷର ” ରାଗ ” କେବେ କୌଣସି ସମାଧାନ କରିପାରେ ନାହିଁ ବରଂ ଏହା ସବୁକିଛି ଧ୍ବଂସ କରିଦେଇଥାଏ
➡️”କଥାରେ ନୁହେଁ କାମରେ କରି ଦେଖାନ୍ତୁ କାହିଁକିନା ଲୋକମାନେ ଶୁଣିବାକୁ ନୁହେଁ ଦେଖିବାକୁ ପସନ୍ଦ କରିଥାନ୍ତି !
➡️”ମଣିଷ ମାତ୍ରକେ ଭୁଲ୍ , ଜାଣତରେ ହେଉ କି ଅଜାଣତରେ ସମସ୍ତେ କିଛି ନା କିଛି ଭୁଲ୍ କରିଥାନ୍ତି . କିନ୍ତୁ ସେହି ମଣିଷ ମହାନ୍ ହୋଇଥାଏ । ଯିଏ ନିଜର ଭୁଲ୍ ବୁଝିପାରି ଠିକ୍ ବାଟକୁ ଚୟନ କରିଥାଏ !

ଆଜିର ସନ୍ଥବାଣୀ
?ପ୍ରତ୍ୟେକ ବ୍ୟକ୍ତି ଛାୟା ଏବଂ ଦର୍ପଣ ପରି ବନ୍ଧୁତା କରିବା ଉଚିତ୍, କାରଣ ଛାୟା କେବେ ବି ଛାଡେ ନାହିଁ ଏବଂ ଦର୍ପଣ କେବେ ମିଛ କହେ ନାହିଁ ।
?ନିଆଁରେ ନିଆଁ ଲଗାଇବା ଉଚିତ୍ ନୁହେଁ। ଅର୍ଥାତ୍ କ୍ରୋଧିତ ବ୍ୟକ୍ତିଙ୍କୁ ଅଧିକ କ୍ରୋଧ ଦିଆଯିବା ଉଚିତ୍ ନୁହେଁ
?କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡିଥାଏ ।ହୁଏତ ସେଥିପାଇଁ କିଛି ଲୋକ ନୂଆ ସାଥିଟିଏ ପାଇଗଲେ ପୁରୁଣା ସାଥିଟିକୁ ହରାଇ ଦିଅନ୍ତି ।
?ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ ।ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ ।
?ଯଦିଓ ଭଗବାନ ମୋତେ ମୋର କଠିନ ପରିଶ୍ରମର ଫଳ ଅନ୍ୟମାନଙ୍କ ତୁଳନାରେ ଡେରିରେ ଦିଅନ୍ତି, କିନ୍ତୁ ମୁଁ ଅନ୍ୟମାନଙ୍କଠାରୁ ଭଲ ଜିନିଷ ପାଇଥାଏ ।
?ଦୁନିଆରେ ଆଗକୁ ବଢିବା ପାଇଁ ସମସ୍ତେ କହିବେ କିନ୍ତୁ ଜଣେ ସବୁବେଳେ ପଛକୁ ଯିବା ପାଇଁ କହିବ ସିଏ ହେଲା Bus Conductors ।। ଜୟ ଜଗନ୍ନାଥ ।।

Leave A Reply

Your email address will not be published.