ଆଜିର ଅନୁଚିନ୍ତା

ତାରିଖ - ୨୦:୦୫:୨୦୨୧ ( ଗୁରୁବାର)

0 374

➡️ବଜାରରୁ ସବୁକିଛି ମିଳିଯାଏ କିନ୍ତୁ ମାଆ ଭଳି ବୃକ୍ଷ ଓ ବାପାଙ୍କ ଭଳି ଛାୟା କେବେ ମିଳେ ନାହିଁ ।
➡️”ଯିଏ ମା – ବାପା ଙ୍କୁ ସ୍ୱର୍ଗକୁ ନେଇ ଯାଏ ସେ ହେଉଚି ପୁଅ, ଯିଏ ସ୍ଵର୍ଗକୁ ଘରକୁ ନେଇ ଆସି ଥାଏ ସେ ହେଉଛି ଝିଅ, ଆଉ ଯିଏ ଘରକୁ ସ୍ବର୍ଗ ବନେଇ ଦେଇ ଥାଏ ସେ ହେଉଚି ବୋହୁ
➡ ଯେତେବେଳ ପର୍ଯ୍ୟନ୍ତ ବାପା ନାମକ ଶବ୍ଦ ତୁମ ପାଖରେ ଅଛି ନା ସେ ପର‌୍ୟ୍ୟନ୍ତ କଣ୍ଟା ଫୁଲ ପ୍ରାୟ ହୋଇଯିବ । ବୁଢା ବରଗଛ ଫଳ ସିନା ଦେଇପାରିବ ନାହିଁ କିନ୍ତୁ ପ୍ରଚଣ୍ଡ ଖରାରେ ଟିକେ ଛାଇ ତ ପ୍ରଦାନ
➡ନିଜକୁ ଛୋଟ ମନେ କରି କାହା ଗୋଡ଼ ଧରିବା ଅପେକ୍ଷା ଚେଷ୍ଟା କରନ୍ତୁ ନିଜେ କେମିତି ବଡ଼ ହେବାକୁ କାରଣ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ସଫଳତାର ଶିଖର ଛୁଆଇଁ ଥାଏ ।
➡ଉବକ୍ଷରଦ୍ଭୟବକ୍ସ ବର୍ଷକୁ ଥରେ ବଦଳେ କିନ୍ତୁ ଲୋକେ ତ ଏଠି ପ୍ରତି ଝରମକ୍ଟଦ୍ଭୟ ରେ ବଦଳି ଯାଉଛନ୍ତି ।

➡️”ଜୀବନର ଚଲାପଥରେ ଅବିରତ ଚାଲିବା ଦରକାର , ଏଠି ଥକିବାର ଅଛି ନା ରୋକିବାର ଅଛି , କେବଳ ସମୟ ନିର୍ଦ୍ଧାରିତ କରିଥିବା ରାସ୍ତାରେ ସଂଯମ , ଧୈର୍ଯ୍ୟ , ଅନୁଶାସନ କୁ ଧରି କର୍ମନିଷ୍ଠ ଭାବରେ ଅବିରତ ଚାଲିବାର ଅଛି !
➡️”ନିଜକୁ କେବେବି ଛୋଟ ମନେ କରନ୍ତୁ ନାହିଁ , କାହିଁକିନା ଛୋଟ ଛୋଟ ଦୁବଘାସ ଦେବତାଙ୍କ ପୂଜାରେ ଲାଗିଥାଏ , ମୁଣ୍ଡ ଉପରେ ଥିବା ବିଶାଳ ତାଳଗଛ ନୁହେଁ !
➡️”ପ୍ରକୃତରେ” ନିଦ ” ଆଉ ” ମୃତ୍ୟୁ ” ଭାଇ ଭାଇ ହୋଇଥାନ୍ତି , ହେଲେ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଗୋଟିଏ ” ନିଦ ଭାଙ୍ଗିଲେ ‘ ସକାଳ ଆଉ ନଭାଙ୍ଗିଲେ ‘ ପରକାଳ !
➡️”ପ୍ରକୃତିର ଏକ ନିୟମ ଯେ ଅନ୍ଧାରରେ ନିଜର ଛାଇ ବି ଦୁରେଇ ଯାଏ , ଠିକ୍ ସେହିପରି ଖରାପ ସମୟରେ ନିଜର ଲୋକମାନେ ମଧ୍ୟ ଦୁରେଇ ଯାନ୍ତି , ଏପରି ସମୟରେ ଧୈର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ ସବୁ ଠିକ ହେଇଯିବ !
➡️”ଆମେ ଚାଲୁଥିବା ସମୟରେ ଗୋଟିଏ ପାଦ ଆଗକୁ ତ ଗୋଟିଏ ପାଦ ପଛକୁ ଥାଏ , ଆଗରେ ଥିବା ପାଦ ଗର୍ବ କରେ ନା ପଛରେ ଥିବା ପାଦ ଅପମାନ ଭାବେ , କାହିଁକିନା ସେମାନେ ଜାଣିଛନ୍ତି ଯେ କିଛିକ୍ଷଣ ମଧ୍ୟରେ ସେମାନଙ୍କ ସ୍ଥିତି ବଦଳିଯିବ , ଆଉ ଏହାକୁ ହିଁ ଜୀବନ କହନ୍ତି !
➡️”ସର୍ବଦା ଅପଚୟ ଓ ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ , ଆଉ ଏହା ବି ମନେ ରଖନ୍ତୁ ଯେ ତୁମେ ପୃଥିବୀରେ ଅତିଥି , ମାଲିକ ନୁହେଁ !
ଶୁଭ ସକାଳ.ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.! ?ଜୟ ଜଗନ୍ନାଥ?

Leave A Reply

Your email address will not be published.