ଆଜିର ଅନୁଚିନ୍ତା

ତାରିଖ - ୨୧:୦୫:୨୦୨୧ ( ଶୁକ୍ରବାର)

0 307

➡️ପାଣି କିଣୁଥିଲୁ ଏବେ ପବନ କିଣିଲୁ,ବାକି ରହିଗଲା ମାଟି ,ଯେଉଁ ଦିନ ଏହି ସମସ୍ୟା ଆସିବ,ସେ ଦିନ ସଭିଙ୍କ ଛୁଟି, ମାୟା ମୋହ ଯିବ ତୁଟି
➡️ରୁପ ଠାରୁ ଚରିତ୍ର ବଡ –ପ୍ରେମ ଠାରୁ ତ୍ଯାଗ ବଡ –।ଧନ ଠାରୁ ମାନବିକତା ବଡ –ହେଲେ—-ସୁନ୍ଦର ସମ୍ପର୍କ ଠାରୁ ଏ ଦୁନିଆରେ କିଛି ବି ନାହିଁ ।
➡️ ହୁଏତ ଆପଣଙ୍କୁ ସବୁ ଜାଗାରେ ପ୍ରଶଂସା ମିଳିଯାଇପାରେ ! ହେଲେ –ମାଆ ଆଉ ବାପା ଙ୍କର ଆଶୀର୍ବାଦ କୋଉଠି ବି ମିଳିପାରିବ ନାହିଁ ।
➡️”କେହି କାହାକୁ ଶିଖାଇପାରିବେ ନାହିଁ । ଯେତେବେଳେ ନିଜ ଭିତରେ ଇଚ୍ଛା ଜାଗ୍ରତ ହୁଏ ସେତେବେଳେ ଶିଖି ହୁଏ !
➡️ଚେଷ୍ଟା କରୁଥିବା ଲୋକ କେବେ Life ରେ ହାରିନଥାଏ ଓ ଅନ୍ଯକୁ ଦେଖି ଇର୍ଷା କରୁଥିବା ମଣିଷ ତା Life ରେ କେବେ ସଫଳତା ପାଇନଥାଏ ।ଶୁଭ ସକାଳ?ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ?ଜୟ ଜଗନ୍ନାଥ?

Leave A Reply

Your email address will not be published.