ଆଜିର ଅନୁଚିନ୍ତା

ତାରିଖ - ୩୦:୦୫:୨୦୨୧ ( ରବିବାର)

0 363

➡️ପିଲାଙ୍କୁ ଉପହାର ନଦେଲେ ସେ କିଛି ସମୟ କାନ୍ଦିବ, କିନ୍ତୁ ସଂସ୍କାର ନଦେଲେ ଜୀବନ ସାରା କାନ୍ଦିବ ।
➡️ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ବହୁତ କଷ୍ଟ ହୁଏ, ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ନୂଆ ଜୀବନ ଆରମ୍ଭ ହୁଏ ।
➡️ମନେରଖନ୍ତୁ ଦୁନିଆରେ ଯେତେ ପ୍ରକାରର ଭୟ ଅଛି ନା ସେଥି ମଧରୁ ” ନିନ୍ଦା ” ଆଉ ” ଅପବାଦ ହେଉଛି ସର୍ବଶ୍ରେଷ୍ଠ ।
➡️ଶାନ୍ତ ମନରେ ତୁମ ଦ୍ବାରା ଯାହା ହୋଇପାରିବ ତାହା କର କିନ୍ତୁ ଚିନ୍ତା କିମ୍ବା ଉଦ୍‌ବେଗ କରନାହିଁ ।
➡️ଥରେ ମାତ୍ର ବାପାଙ୍କ Hotel ରୁ ବାହାରି ପଡିଲେ ହିଁ ବୁଝାପଡେ ଦୁନିଆରେ ମୁଠାଏ ଭାତର Value କେତେ ?
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ! ?ଜୟ ଜଗନ୍ନାଥ?

Leave A Reply

Your email address will not be published.