ଆଜିର ଅନୁଚିନ୍ତା

ତାରିଖ - ୩୧:୦୫:୨୦୨୧ ( ସୋମବାର )

0 645

➡️ଅଜବ ଏ ଦୁନିଆ ଭଲ କଲେ କହିବ — ମନ୍ଦ କଲେ ବି କହିବ –।
➡️ଈଶ୍ୱରଙ୍କୁ ଅନୁଭବ କରିବା ଶାଶ୍ୱତ ବିଜ୍ଞାନ ହିଁ ଧର୍ମ ଅଟେ ।
➡️ଯିଏ ନିଜ ସ୍ଵଭାଵ ଅନୁଯାୟୀ ସ୍ବଧର୍ମ ପାଳନରେ ଅସମର୍ଥ, ସେ ତାହା ଠାରୁ ଉର୍ଦ୍ଧ୍ଵରେ ଥିବା ପରଧର୍ମ ପାଳନ ପାଇଁ କେବେ ବି ସମର୍ଥ ହେବ ନାହିଁ ।
➡️କେବେ ବି ଲୋକେ ଆପଣଙ୍କ ବିଷୟରେ ଟିକା ଟିପ୍ପଣୀ କରନ୍ତି ତ ବିଚଳିତ ହୁଅ ନାହିଁ, ବାସ୍ ଏତିକି ମନେରଖ ପ୍ରତ୍ୟେକ ଖେଳରେ ଦର୍ଶକ ହିଁ ଚିଲାନ୍ତି ଖେଳାଳି ନୁହେଁ
➡️ଦୁନିଆର Test ହିସାବରେ ନିଜକୁ Change କରିବା ଉଚିତ୍ ନୁହେଁ ,
କାହିଁକି ନା ଆଖି ଆଗକୁ କିଛି ନୂଆ ଆସିଲେ ପୁରୁଣାର Test ସମସ୍ତେ ଭୁଲି ଯାଆନ୍ତି –।
➡️”ଜଣେ ସର୍ବଦା ଖୁସି ହେବା ଉଚିତ୍, କାରଣ ବିରକ୍ତ ହେବା ଆସନ୍ତାକାଲିର ଅସୁବିଧାକୁ ସମାଧାନ କରେ ନାହିଁ,ଓଲଟା ଆଜିର ଶାନ୍ତି ମଧ୍ୟ ବର୍ବାଦ ହୋଇଯାଏ !
➡️”କେବେହେଲେ ହାର ମାନନ୍ତୁ ନାହିଁ,କିଏ ଜାଣିଛି ସଫଳତା ଆପଣଙ୍କର ଅନ୍ୟ ଏକ ପ୍ରୟାସକୁ ଅପେକ୍ଷା କରିଥିବ !
➡️”ଜଣେ ବ୍ୟକ୍ତି ଯିଏ ନିଜକୁ ନିୟନ୍ତ୍ରଣ କରିପାରିବ ଜୀବନରେ କିଛି କରିପାରିବ !
➡️”ସବୁବେଳେ ଜୀବନରେ ସ୍ପ୍ରିଂଗ ପରି ହେବାକୁ ଚେଷ୍ଟା କର, ଦୁନିଆ ତୁମକୁ ଯେତେ ଦବେଇବେ ତୁମେ ସେମିତି ଲମ୍ବା ଡିଆଁ ମାରି ଆଗକୁ ବଢ଼ିବ !
➡️”ନୀରବତା ହେଉଛି ସର୍ବୋତ୍ତମ ଉତ୍ତର: କୌଣସି ଏମିତି ବ୍ୟକ୍ତିତ୍ୱ ପାଇଁ ଯିଏ ତୁମର ଶବ୍ଦକୁ ଗୁରୁତ୍ୱ ଦେଉ ନାହିଁ !
➡️”ଶବ୍ଦର ଶକ୍ତିକୁ ଅବମାନନା କରନ୍ତୁ ନାହିଁ | ଏକ ଛୋଟ “ହଁ” ଏବଂ ଏକ ଛୋଟ “ନା” ସମଗ୍ର ଜୀବନକୁ ପରିବର୍ତ୍ତନ କରିଦେଇଥାଏ
ଆଜିର ନୀତିବାଣୀ
➡️”ସତ୍ୟକୁ ଯେତେ ଦବାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ସାମନାକୁ ବାହାରିପଡେ !
➡️”ସବୁ କଥାର ଏକ ସୀମା ଅଛି । ସୀମା ଭିତରେ ଥାଇ ଯାହା କଲେ ଚଳିଯାଇପାରେ । ସୀମା ଲଂଘନ କଲେ ଅପମାନିତ ହେବାକୁ ପଡିପାରେ !
➡️”ସମୟକୁ, ଯୌବନକୁ ଅଟକାଇ ହୁଏ ନାହିଁ । ସମୟ କାହାକୁ ଅପେକ୍ଷା କରେନାହିଁ !
➡️”ସାଧୁ, ସନ୍ଥ, ସଜ୍ଜନ ପୁରୁଷ ନିଜ ନିଷ୍ପତିରେ ଅଟଳ ରହିଥାନ୍ତି !
➡️”ସାପକୁ ଯେତେ ଦୁଧ ପିଆଇଲେ ବି ସେ ଦିନେ ଦଂଶନ କରିବ !
➡️”ସାପର ଦାନ୍ତରେ ବିଷ । ମାଛିର ମୁଣ୍ଡରେ, ବିଚ୍ଛାର ଲାଞ୍ଜରେ ବିଷଥାଏ । ଦୁଷ୍ଟଲୋକର ସାରା ଶରୀରରେ ବିଷ ଭରିଥାଏ ?ଶୁଭ ସକାଳ?ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ?ଜୟ ଶ୍ରୀକୃଷ୍ଣ?

Leave A Reply

Your email address will not be published.