ଆଜିର ଅନୁଚିନ୍ତା

,ତାରିଖ - ୦୮:୦୬:୨୦୨୧ (ମଙ୍ଗଳବାର )

0 328

➡️କାହା ସହିତ ଖରାପ ବ୍ୟବହାର କରନ୍ତୁ ନାହିଁହୁଏତ ମୃତ୍ୟୁ ପୂର୍ବରୁ କ୍ଷମା ମାଗିବା ପାଇଁ ତାଙ୍କୁ ଆଉ ଖୋଜି ପାଇବ ନାହିଁ ।
➡️ସୁନ୍ଦରତା କିମ୍ବା ମଧୁର କଥାରେ ସମ୍ପର୍କ ତିଷ୍ଠି ପାରେ ନାହିଁ,ସମ୍ପର୍କ ତିଷ୍ଠି ରହେ ସୁନ୍ଦର ହୃଦୟ ଆଉ ଅତୁଟ ବିଶ୍ବାସ ଦ୍ବାରା ।
➡️ ନ ହରେଇବା ଯାଏ କେବେ ବି ଗୁରୁତ୍ୱ ବୁଝି ହୁଏ ନାହିଁ ।
➡️କିଛି ମଣିଷର ଭାଗ୍ୟଟା ଏତେ ଖରାପ ଯେ ସେମାନେ ଅନ୍ତରରୁ ଯେତେ ଭଲ ପାଇଲେ ବି ତା ବିନିମୟରେ କେବଳ କଷ୍ଟ ହିଁ ପାଆନ୍ତି ।
➡️ପରିସ୍ଥିତି ଯେତେ ଖରାପ ହେଉ ପଛେ ମନ କେବେ ଦୁର୍ବଳ କର ନାହିଁ , କାରଣ ଯଦି ଆମେ ମନରୁ ଦୁର୍ବଳ ହୋଇଯିବା ତେବେ ଆମେ କୌଣସି ଜାଗାରେ ଜିତି ପାରିବା ନାହିଁ । ସେ ଜୀବନ ଯୁଦ୍ଧରେ ହେଉ ଅବା Corona Various…..
ସ୍ଵାର୍ଥ ଏବଂ ସର୍ତ୍ତରେ ବନ୍ଧା ହୋଇଥିବା ସମ୍ପର୍କ… ” ଠାରୁ” ବିଶ୍ବାସ ଓ ଭଲ ପାଇବାର ସମ୍ପର୍କ ବହୁତ ଭଲ….. ସ୍ୱାର୍ଥ ଓ ସର୍ତ୍ତରେ ତ ଶତୃ ? ଗଢି ହୁଏ….ସମ୍ପର୍କ ତ ବିଶ୍ବାସ ଓ ଭଲପାଇବାରେ ଥାଏ….
ସତ୍ୟ ସେହି ଦୀପ ଯାହାକୁ ପାହାଡ଼ର ଶୀର୍ଷରେ ରଖିବାଦ୍ବାରା ଆଲୋକ କମ୍ ହୁୱ , କିନ୍ତୁ ଦୂର ଯାଏଁ ଦେଖାଯାଏ।
ସର୍ବେ ଭବନ୍ତୁ ସୁଖିନଃ। ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖଭାଗ୍ଭବେତ୍
ସୁପ୍ରଭାତମ୍ ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ?ଶୁଭ ସକାଳ?ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ❣️ ଶ୍ରୀ ଜଗନ୍ନାଥ ଶରଣଂ❣️

Leave A Reply

Your email address will not be published.