ଆଜିର ଅନୁଚିନ୍ତା

ତାରିଖ–୧୦-୦୯-୨୦୨୧(ଶୁକ୍ରବାର)

0 334

☘️କଲମର ନିଜସ୍ୱ କ୍ଷମତା ନାହିଁ,ହେଲେ ଅନ୍ୟର ଆଙ୍ଗୁଳି ନିର୍ଦ୍ଦେଶରେ ସେ ବିଭିନ୍ନ କଥା ବର୍ଣ୍ଣନା କରିପାରିଥାଏ ।
☘️କେବେବି ବିଛଣା ତଳେ ପଇସା ରଖନ୍ତୁ ନାହିଁ – ଏହା ଲକ୍ଷ୍ମୀ ଛଡାର ଲକ୍ଷଣ ଅଟେ
☘️ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତା ରାସ୍ତାର ସନ୍ଧାନ ମିଳିଥାଏ ।ଏଣୁ ହାରିଗଲେ ନିରାଶ ନ ହୋଇ ମନୋବଳ ଦୃଢ ରଖି କାମ କରିବା ଉଚିତ୍ ।
☘️ଯେମିତି ଏକ ଛୋଟ ପୋକ ବଡ ବଡ ଫଳ ଭିତରେ ପଶି ଫଳକୁ ନଷ୍ଟ କରିଦିଏ,ସେମିତି ସନ୍ଦେହ ସମ୍ପର୍କ ଭିତରେ ପଶି ବଡ ବଡ ସମ୍ପର୍କକୁ ବି ନଷ୍ଟ କରିଦିଏ
☘️ପାଦରେ ଆଘାତ ଲାଗିଲେ ମଣିଷ ସଠିକ୍ ଭାବରେ ଚାଲିବା ଶିଖିଥାଏ, କିନ୍ତୁ କେବେ ହୃଦୟରେ ଆଘାତ ଲାଗେ ମଣିଷ ଦୁନିଆଁ ରେ ମଣିଷ ଚିହ୍ନିବା ସହ ବଞ୍ଚିବା ବି ଶିଖିଥାଏ..।🔱ଜୟ ମା’ ମଙ୍ଗଳା🔱ଓଁ ନମଃ ଗଣନାୟକ🙏. ଶୁଭ ସକାଳଆଜି ଶୁକ୍ରବାର ଗଣେଶ ଚତୁର୍ଥୀ ବ୍ରତ ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏.ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ। ଶୁଭସକାଳ , ଆଜିର ଦିନଟି ଆପଣଙ୍କର ଶୁଭମୟ ଓ ମଙ୍ଗଳମୟ ହେଉ..!

Leave A Reply

Your email address will not be published.