ଆଜିର ଅନୁଚିନ୍ତା

 ତାରିଖ - ୧୧:୦୯:୨୦୨୧ (ଶନିବାର)

0 106

🦋ଜୀବନରେ ଏହି ୫ଟି କଥା କେବେହେଲେ ଭାଙ୍ଗିବାକୁ ଚେଷ୍ଟା କରିବନି :-
●ଅନ୍ୟର ଭଲ ପାଇବା●ଅନ୍ୟର ଭରଷା ●ଅନ୍ୟ କୁ ଦିଆ ଯାଇଥିବା ଆଶା●ଅନ୍ୟକୁ କରିଥିବା ପ୍ରତିଜ୍ଞା ●ଅନ୍ୟ ସହ ଗଢି ଉଠିଥିବା ମଧୁର ସମ୍ପର୍କ
🦋ମଣିଷ ତା ଜୀବନ କାଳ ଭିତରେ ସବୁକିଛି ଭୁଲିଯାଇପାରେ ” କିନ୍ତୁ ” ତା ମନକୁ କଷ୍ଟ ଦେଇଥିବା ମଣିଷକୁ ସେ କେବେ ବି ଭୁଲି ପାରେ ନାହିଁ ।
🦋ପ୍ରତ୍ୟକଟି କର୍ମ କ୍ଷେତ୍ରରେ ମାନବ କିଛିନା କିଛି ସାହାଯ୍ୟ ପାଇବା ପାଇଁ ସଭିଙ୍କ ପାଖରୁ ଆଶା ରଖିଥାଏ -କାହିଁକି ନା-ଏକା ପିତାଙ୍କ ଦ୍ୱାରା ପରିବାର କେବେବି ଚାଲେନା ଉଭୟ ପିତା-ମାତାଙ୍କ ହାତ ଥିଲେ ହିଁ ପରିବାର ସୁଖରେ ଚାଲେ ।
🦋କେହି ଆପଣଙ୍କୁ ବୁଝି ପାରୁନାହାନ୍ତି ତ ଦୁଃଖ କରନ୍ତୁ ନାହିଁ, କାହିଁକି ନା ଭଲ ବହି ଆଉ ଭଲ ମନ ସମସ୍ତେ ପଢି ପାରନ୍ତି ନାହିଁ ।
🦋ଯେତେବେଳ ସାରା ଦୁନିଆ ତୁମକୁ Looser ଭଳି ଭାବୁଥାଏ, ଜଣେ ଥାଏ ଯିଏ ତୁମଠୁ ଅଧିକ ତମ ଉପରେ ଭରଷା ରଖିଥାଏ ସେ ହେଲା Maa
ଟଙ୍କା ପଇସା ଠାରୁ ସମୟର ମୂଲ୍ୟ ଅଧିକ… ” କାରଣ ” ଆମେ ଚାହିଁଲେ ଆଉ ଥରେ ଟଙ୍କା ଉପାର୍ଜନ କରିପାରିବା… ” ହେଲେ ” ବିତିଯାଇଥିବା ସମୟକୁ ନୁହେଁ…..
ପଡ଼ିଆରେ ହାରୁ ଥିବା ମଣିଷ କେବେ ନାଁ କେବେ ଜିତିଯିବ…. ମାତ୍ର.. ମନରୁ ହାରୁଥିବା ମଣିଷ ସବୁବେଳେ ହାରୁଥିବ….
ସର୍ବେ ଭବନ୍ତୁ ସୁଖିନଃ। ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
🙏ଓଁ ଶନି ଦେବାୟ ନମଃ🙏.ଶୁଭ ସକାଳ, ଆଜି ଶନିବାର ପ୍ରଭୁ ଶନି ଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏. ପ୍ରଭୁ ଶନି ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ

Leave A Reply

Your email address will not be published.