ଆଜିର ଅନୁଚିନ୍ତା

 ତାରିଖ - ୦୨:୧୦:୨୦୨୧(ଶନିବାର)

0 326

🦋ସମୟ ବଦଳିଗଲେ ମଣିଷ ମଧ୍ୟ ବଦଳି ଯାଏ,ତା ପାଇଁ କରାଯାଇଥିବା ସମର୍ପଣ ଓ,ସମସ୍ତ ପଛକଥା ମଧ୍ୟ ସବୁ ଭୁଲିଯାଏ,ଏହା ହିଁ ହେଉଛି ଆମ ମଣିଷ ମାନଙ୍କର ପ୍ରକୃତି ।
🦋ରାଗକୁ ମନରେ ଜଗା ଦେଲେ ସମ୍ପର୍କ ନଷ୍ଟ ହୁଏ, ଅଭିମାନକୁ ମନରେ ବାନ୍ଧି ରଖିଲେ ଦୂରତ୍ୱ ସୃଷ୍ଟି ହୁଏ,କିନ୍ତୁ ସବୁ ଭୁଲି କ୍ଷମା କରିଦେଲେ ସମ୍ପର୍କ ପୂର୍ବଭଳି
ସ୍ଥାୟୀ ରହେ ।
🦋” ଭୁଲ୍ ” ଯେଉଁମାନେ ରାଗରେ କରନ୍ତି ସେମାନେ ବଦଳି ଯାଆନ୍ତି, ଆଉ ଯେଉଁମାନେ ଆତ୍ମଗର୍ବରେ ଭୁଲ୍ କରନ୍ତି ସେମାନେ ଆଦୌ ବଦଳନ୍ତି ନାହିଁ ।
🦋ମଣିଷ ସର୍ବଦା ନିଜର କର୍ମ ଅପେକ୍ଷା ନିଜର କାଳ୍ପନିକ ଭାବନାକୁ ଅଧିକ ପସନ୍ଦ କରିଥାଏ , କିନ୍ତୁ କାଳ୍ପନିକ ଭାବନାରେ ବିଭୋର ହୋଇଯିବା ଭଲ ନୁହେଁ କାହିଁକିନା ଭାବପ୍ରବଣତା ହିଁ ସଦାସର୍ବଦା ବିପଦକୁ ଡାକି ଆଣିଥାଏ ।
🦋ଯେତେ ବଡ ସ୍ବପ୍ନ ହେବ ସେତେ ବଡ କଷ୍ଟ ବି ହେବ, ଆଉ କଷ୍ଟ ଯେତେ ବଡ ହେବ Success ବି ସେତେ ବଡ ପାଇବ ୧୦୦%
ଶୁଭ ସକାଳ,🙏🏻 ଜୟ ଜଗନ୍ନାଥ,ଜୟସୋମନାଥ,ଓଁ ଶନି ଦେବାୟ ନମଃ🙏 ଆଜି ଗାନ୍ଧୀ ଜୟନ୍ତୀ, ଇନ୍ଦିରା ଏକାଦଶୀ ପ୍ରଭୁ ହନୁମାନଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ,ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏ଜୟ ଶ୍ରୀ ରାମ🙏

Leave A Reply

Your email address will not be published.