ଆଜିର ଅନୁଚିନ୍ତା

 ତାରିଖ - ୦୩:୧୨:୨୦୨୧ (ଶୁକ୍ରବାର)

0 251

🦋ଆପଣ ସର୍ବଦା ସତ୍ୟ କୁହନ୍ତୁ । ସତ୍ୟ କହିଲେ ପଛେ ବିପଦ ଆସୁ, କିନ୍ତୁ ସତ୍ୟ ଦିନେ ଆପଣଙ୍କୁ ସମ୍ମାନ ଏବଂ ବିଶ୍ୱାସ ପୁର୍ବରୁ ଶହେଗୁଣା ଅଧିକ ମଜବୁତ୍ ସହିତ ଫେରିବା ଥୟ ।
🦋ସର୍ବଦା ନିଜ ପିଲାମାନଙ୍କୁ ସଂସ୍କାର ଦିଅନ୍ତୁ, ନହେଲେ ସେମାନେ ଆପଣଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ୍ ହୋଇ ନ ପାରନ୍ତି ।
🦋ଆମେ ଚାଲିବା ସମୟରେ ପଡିଗଲେ କଷ୍ଟ ତ ହୁଏ , କିନ୍ତୁ ରାସ୍ତାରେ ଯଦି ଝୁଣ୍ଟିବା ତେବେ ଆମେ ଚାଲିବା ଶିଖିଯିବା ।
🦋ଉସଶବକ୍ସରଗ୍ଧଗ୍ଧର, ଗୁଟଖା, ଇକ୍ଷମକ୍ଟଷକ୍ଟକ୍ଷ ଆଦି ନିଶା ଜାତୀୟ ଦ୍ରବ୍ୟଗୁଡ଼ିକୁ ବର୍ଜନ କରନ୍ତୁ । ଏହା କେବଳ ଆମର ଈକ୍ଟୟଚ୍ଚ ପ୍ରତି ବିପଦ ନୁହେଁ, ଆମ ପରିବାର ଆଉ ସମାଜର ମଧ୍ୟ ବହୁତ ଖକ୍ଟଗ୍ଦଗ୍ଦ କରିଥାଏ ।
🦋ଜୀବନରେ ଦୁଇ ପ୍ରକାର ବନ୍ଧୁ…ଆବଶ୍ୟକ ଜଣେ କୃଷ୍ଣ ଯେ ଲଢ଼ିଲେ ନାହିଁ…ହେଲେ…ବନ୍ଧୁକୁ ଜିତେଇ ଦେଲେ… ଓ… ଆଉ ଜଣେ କର୍ଣ୍ଣ ଯେ ହାରିଗଲେ…ପଛକେ ଶେଷ ପର୍ଯ୍ୟନ୍ତ ବନ୍ଧୁକୁ ଛାଡିଲେ ନାହିଁ….
ଶୁଭ ସକାଳ🙏ଜୟ ମା ସନ୍ତୋଷୀ🙏ଶୁଭ ସକାଳ,ଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏 ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ। 🙏ଜୟ ସୋମନାଥ,ଜୟ ଜଗନ୍ନାଥ🙏

 

 

Leave A Reply

Your email address will not be published.