ଆଜିର ଅନୁଚିନ୍ତା

0 498

।।ଆଦ୍ୟ ଗୁରୁବାର ମାସ ମାର୍ଗଶିର-ଲକ୍ଷ୍ମୀ ଠାକୁରାଣୀ ପୂଜା-ବିଜେ କରିଛନ୍ତି ଘରକୁ ମୋହର-ଉଡାଇବି ତାଙ୍କ ଧ୍ବଜା 🙏🏾ଜୟମା ମହାଲକ୍ଷ୍ମୀ🙏🏾
➡️”ନଇଁଯିବା ନମ୍ରତାର ପରିଚୟ ଦେଇଥାଏ , କିନ୍ତୁ ଭୁଲ ନଥାଇ ବିନା ଆବଶ୍ୟକରେ ବାରମ୍ବାର ନଇଁବାରେ ନିଜର ଆତ୍ମ ସମ୍ମାନ ମଧ୍ଯ ହାନି ହୋଇଥାଏ !!
➡️”ସବୁବେଳେ ଶୂନ ଭଳି ହେବାକୁ ଚେଷ୍ଟା କରନ୍ତୁ କାହିଁକିନା ଶୂନ ର ତ କୌଣସି ମୂଲ୍ୟ ନଥାଏ କିନ୍ତୁ ସେ ଯାହା ସହିତ ମିଶିଯାଏ ତାହାର ମୂଲ୍ୟ ନିଶ୍ଚିତ ବଢ଼ାଇ ଦେଇଥାଏ !!
➡️”ମନର ଭାବନା ଯଦି ସୁନ୍ଦର ଆଉ ଉଚ୍ଚକୋଟିର ପୂବ ତାହେଲେ ସମଗ୍ର ବିଶ୍ବ ମଧ୍ୟ ସୁନ୍ଦର ଲାଗିବ !!
➡️”ବଡ଼ ବିଚିତ୍ର ଏ ଦୁନିଆ କିଛି ସମ୍ପର୍କ ଏଠି ଭଡାଘର ପରି ହୋଇଥାଏ , ତାକୁ ଯେତେ ଯତ୍ନର ସହ ସଜାଡ଼ିଲେ ମଧ୍ୟ ସେ କେବେ ନିଜର ହୋଇପାରି ନଥାଏ !!
➡️”ମିଥ୍ୟାରୋପ ଶୁଣିବା ନିଶ୍ଚୟ କଷ୍ଟଦାୟକ , କିନ୍ତୁ ସତ୍ୟତା ପ୍ରମାଣିତ ହେବା ଯାଏଁ ଧର୍ଯ୍ୟର ସହିତ ଉପଯୁକ୍ତ ସମୟକୁ ଅପେକ୍ଷା କରିବା ଉଚିତ୍ !!
🦋ଆମେ ଟିକେ ଟିକେ ଦୁଃଖରେ ଭାଙ୍ଗି ପଡୁ କିନ୍ତୁ ଏହା ଭୁଲି ଯାଉ ଯେ ସ୍ବୟଂ ଭଗବାନଙ୍କୁ ମଧ୍ୟ ବନବାସ ଦୁଃଖ ସହିବାକୁ ପଡିଥିଲା କାରଣ ଏ ଦୁନିଆରେ ଜନ୍ମ ନେଲେ ଦୁଃଖ ସୁଖ ଉଭୟ ଭୋଗିବାକୁ ପଡିଥାଏ ।
🦋ଯେ କୌଣସି ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇବାର କଳା ଯେଉଁ ବ୍ୟକ୍ତି ହାସଲ କରି ପାରିଛି, ସେହି ବ୍ୟକ୍ତି ହିଁ ଜୀବନରେ କେବେହେଲେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନାହିଁ ।
🦋ଜୀବନରେ ଜୀଇଁବାକୁ ହେଲେ ଖରା, ବର୍ଷା, ଶୀତ ସବୁ ସହିବାକୁ ପଡିବ । ତେଣୁକରି ତ କଥାରେ ଅଛି ଯେଉଁ ଗଛ ଛାଇ ତଳେ ରହିଯାଏ, ସେହି ଗଛ ଜମାରୁ ଭଲରେ ବଢିପାରେ ନାହିଁ ।
🦋ସତରେ…ଆମ ଓଡ଼ିଆ ପୁଅଙ୍କ Style-ଆଉ-ଆମ ଓଡ଼ିଆ ଝିଅଙ୍କ Smile
ଏ ପୃଥିବୀ ପୃଷ୍ଠରେ ଆଉ କୋଉଠି ଖୋଜିଲେ ବି ମିଳିବନି ।
🦋ଶରୀର ର କଷ୍ଟ ସହିବାକୁ ଭଗବାନ୍ ଦେହରେ ଯଥେଷ୍ଟ ଶକ୍ତି ଦେଇଛନ୍ତି କିନ୍ତୁ ଛାତି ତଳ ର କଷ୍ଟ ସହିବାକୁ କେବଳ ଆଖିରେ ଦୁଇଟୋପା ଲୁହ ହିଁ ଦେଇଛନ୍ତି ।
🦋ଅନ୍ୟ ଜଣଙ୍କ ଜୀବନରେ ତୁମର ସ୍ଥାନ କେଉଁଠି ଜାଣି ରଖିବା ନିହାତି ଜରୁରୀ । ନଚେତ୍ ପରବର୍ତ୍ତୀ ସମୟରେ ତୁମେ ଆଶା କରୁଥିବା ସ୍ଥାନ ନମିଳିବା, ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ ।
🦋ସବୁ ଜିନିଷର ମୂଲ୍ୟ Time ଆସିଲେ ଜଣାପଡ଼ିଥାଏ ଏଇ ଯେମିତି Oxygen , ସବୁଦିନ Free ରେ ମିଳିଯାଏ ତ କେହି ତାର Value ବୁଝନ୍ତି ନାହିଁ , ହେଲେ Value ତ ସେତେବେଳେ ବୁଝନ୍ତି ଯେତେବେଳେ Hospital Bed ରେ Oxygen ମହଙ୍ଗା ପଡିଥାଏ ।

ଆଜିର ନୀତିବାଣୀ
➡️”ଯେଉଁମାନେ ଆପଣଙ୍କୁ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଭୁଲନ୍ତୁ ନାହିଁ | ଯେଉଁମାନେ ତୁମକୁ ଭଲ ପାଆନ୍ତି ସେମାନଙ୍କୁ ଘୃଣା କର ନାହିଁ | ଯେଉଁମାନେ ତୁମକୁ ବିଶ୍ୱାସ କରନ୍ତି ସେମାନଙ୍କୁ ପ୍ରତାରଣା କର ନାହିଁ !!
➡️”ବୃଥା ଶବ୍ଦରେ ତୁମର ଶକ୍ତି ନଷ୍ଟ ନକରି ନୀରବରେ ଧ୍ୟାନ କର | ମାନସିକତାକୁ ଏକତ୍ର କର ଏବଂ ଏକ ଆଧ୍ୟାତ୍ମିକ ଶକ୍ତି ଯନ୍ତ୍ରରେ ପରିଣତ ହୁଅ !!
➡️”ସାହସୀ ହୁଅ। ଆତ୍ମବିଶ୍ୱାସ ସହିତ କାମ କର | ମଣିଷ କେବଳ ଥରେ ମରିଯାଏ | ଭୟଭୀତ ଓ ଭୟଭୀତ ବ୍ୟକ୍ତିମାନେ ପ୍ରତିଦିନ ମୋରୁଥିବେ !!
➡️”ଯଦି ମନୁଷ୍ୟ ମହାନ ହେବାକୁ ଚାହେ, ତେବେ ସେ ଅନେକ କଠୋର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋବାକୁ ପଢେ !!
➡️”ଯଦି ଆପଣ ଗ୍ରହଣୀୟ ଆଦର୍ଶ ଅଭ୍ୟାସ କରିବାକୁ ଚେଷ୍ଟା କରିବାରେ ହଜାର ଥର ବିଫଳ ହେଲେ ମଧ୍ୟ, ପୁନର୍ବାର ଚେଷ୍ଟା କରନ୍ତୁ !
ଆଜିର ସୁବିଚାର
➡️”ଯୋଗ୍ୟତା ମଣିଷ ର ବେଶ ପୋଷାକ କିମ୍ବା ସୌନ୍ଦର୍ଯ୍ୟ ବା ସୁନ୍ଦର ରୂପ ରେ ନଥାଏ ଯୋଗ୍ୟତା ଥାଏ ମଣିଷ ର କଥାକହିବା ଶୈଳୀ ଓ ବ୍ୟବହାର ରେ !!”
➡️”ଦିଆସିଲି ଅନ୍ୟ କାହାରିକୁ ଜଳାଇବା ପୂର୍ବରୁ ପ୍ରଥମେ ନିଜକୁ ଜାଳି ଥାଏ .. ସେହି ଭଳି ରାଗ ମଧ୍ୟ ଦିଆସିଲି ଭଳି .. ରାଗ ଅନ୍ୟକୁ ବରବାଦ କରିବା ପୂର୍ବରୁ ପ୍ରଥମେ ନିଜକୁ ବରବାଦ କରିଥାଏ !!
➡️”ଭଗବାନଙ୍କ ଲୀଳା ବଡ଼ବିଚିତ୍ର , କୋଇଲିକୁ କଣ୍ଠ ଦେଲେ ରୂପ ଦେଲେନି , ମୟୂରକୁ ରୂପଦେଲେ ଇଛା ଦେଲେନି , ମନୁଷ୍ୟକୁ ଇଚ୍ଛାଦେଲେ ସନ୍ତୋଷ ଦେଲେନି , ସାଧୁକୁ ସନ୍ତୋଷ ଦେଲେ ସଂସାର ଦେଲେନି , ସଂସାରରେ କେହି ପୂର୍ଣ୍ଣ ନୁହେଁ , କେବେଳ ଭଗବାନ ହିଁ ପୂର୍ଣ୍ଣ !!
➡️ଏହି ତିନି ପ୍ରକାର ମଣିଷର ଅହଙ୍କାର ବେଶି୧ — ବେଶି ଶିଖୁତ ହେଲେ୨ — ବେଶି ସୁନ୍ଦର ହେଲେ”୩ —- ହଟାତ୍ ବଡ଼ ଲୋକ ହେଲେ … !!
🙏🏾ଓଁ ମା ମହାଲକ୍ଷ୍ମୀ ନମଃ🙏🏾 ଶୁଭ ସକାଳ,ଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏🏾ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏🏾ଏତିକି ଗୁହାରି ଶୁଣିବ ମୋହରି-କୃପାଦୃଷ୍ଟି ରଖିଥିବ-ଧନଧାନ୍ୟେ ଘର ପୁରିଉଠୁ ମୋର-ସ୍ୟୈଭାଗ୍ୟ ବର୍ଦ୍ଧନ ହେବ । 🙏🏾ଜୟମା ମହାଲକ୍ଷ୍ମୀ,ଜୟ ଜଗନ୍ନାଥ,ଜୟ ସୋମନାଥ🙏🏾

Leave A Reply

Your email address will not be published.